ବିଦେଶୀ ବାଣ ଉପରେ ଲାଗିଲା କଟକଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏ ବର୍ଷ ଦୀପବଳୀରେ ବାୟୁ ପ୍ରଦୂଷଣ କୁ କମ କରିବାକୁ ରାଜ୍ୟ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଲୋକମାନେ କିପରି ବାଣ କମ ଫୁଟାଇବେ ତାହାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ବିଦେଶୀ ବାଣ କିଣା ଉପରେ କଟକଣା ଲାଗୁ କରିବା ପାଇଁ…