ଇସ୍ତଫା ଏକ ପ୍ରହେଳିକା, କ୍ଷମତା ହାସଲ ପାଇଁ ଷଡଯନ୍ତ୍ର: ପିସିସି ସଭାପତି ଶରତ ପଟ୍ଟନାୟକ
ପାଣ୍ଡିଆନଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରସଙ୍ଗରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ଇସ୍ତଫା ଏକ ପ୍ରହେଳିକା, କ୍ଷମତା ହାସଲ ପାଇଁ ଷଡଯନ୍ତ୍ର । ବିଜେପି- ବିଜେଡି ଏକ ପୁଣି ଥରେ ପ୍ରମାଣିତ ହୋଇଛି । ପାଣ୍ଡିଆନଙ୍କ ଭିଆରଏସ ୩ ଦିନରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । କେନ୍ଦ୍ରର ବିଜେପି…