କରୋନା ଭୟରେ ପୁଅ ସହ ନିଜକୁ ୩ ବର୍ଷ କାଳ ଘରେ ବନ୍ଦ କରି ରଖିଥିଲେ ମହିଳା
କରୋନା ହଜାର ହଜାର ଲୋକଙ୍କ ଜୀବନ ନେବା ସହ ପରିବାର ଉଜାଡ଼ି ଦେଇଥିଲା । କାହାର ଜୀବନ ଭିତରକୁ ଏମିତି ଧସେଇ ପଶିଲା ଯେ, ସେହି ଭୟ, ମାନସିକ ଚାପରୁ ମୁକୁଳିବା କଷ୍ଟକର ହୋଇପଡ଼ିଲା । ଏପରିକି ଏବେ ସୁଦ୍ଧା କିଛି ଲୋକ ଅଦୃଶ୍ୟ ଭୂତାଣୁର ଭୟରେ ସନ୍ତୁଳି ହେଉଛନ୍ତି ।
ବାହାରକୁ ଗଲେ କାଳେ…