ଅସହାୟ ଶବର ଅନ୍ତିମ ସଂସ୍କାର କଲେ ରେଙ୍ଗାଲି ବିଧାୟକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁସଂସ୍କାର ସମାଜକୁ ଏଭଳି ଭାବେ କଳୁଷିତ କରି ଚାଲିଛି ଯଦ୍ୱାର ମଣିଷ ନିଜର ମଣିଷତ୍ବକୁ ଭୁଲି ଗଲାଣି । କେଉଁଠି ସାମାଜିକ ବାଛନ୍ଦ ଯୋଗୁଁ ଶାଳୀର ଶବକୁ ଭିଣେଇ ସାଇକେଲରେ ବୋହି ନେଉଥିବା ବେଳେ ଆଉ କେଉଁଠି ଅସହାୟଙ୍କ ଶବ ମଶାଣୀ ଯାଏ ନେବାକୁ ଚାରି କାନ୍ଧ ମିଳୁନି ।…