Browsing Tag

reliance

ରିଲାଏନ୍ସକୁ ୧୯ ଟ୍ରିଲିୟନ ମାର୍କେଟ୍ କ୍ୟାପ୍

ନୂଆଦିଲ୍ଲୀ : ପ୍ରଥମ ଭାରତୀୟ କମ୍ପାନୀ ଭାବରେ ଏକ ମାଇଲଖୁଣ୍ଟ ହାସଲ କରିଛି ରିଲାଏନ୍ସ । ବୁଧବାର ଦେଶର ପ୍ରଥମ କମ୍ପାନୀ ଭାବରେ ୧୯ ଟ୍ରିଲିୟନ ବା ୧୯ ଲକ୍ଷ କୋଟିର ମାର୍କେଟ୍ କ୍ୟାପ୍ ହାସଲ କରିଛି ରିଲାଏନ୍ସ । ଅଂଶଧନ ମୂଲ୍ୟରେ ବୃଦ୍ଧି ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରଚିଛି ଇତିହାସ ।…