ପୋଲିସଙ୍କୁ ଟାଟୁ ମନା
ପୋଲିସଙ୍କୁ ଟାଟୁ ମନା । ଟାଟୁ କରିପାରିବେନି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର କୌଣସି ସିପାହୀ । ଯେଉଁମାନେ କରିଛନ୍ତି ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଡିସିପି ସିକ୍ୟୁରିଟି ନିର୍ଦ୍ଦେଶ ଦେଇଛନ୍ତି । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବ୍ୟତୀତ ଏହି ନିୟମ ଅନ୍ୟ…