ବଜେଟ୍ ପ୍ରତିକ୍ରିୟା, ରାହୁଲ କହିଲେ ସମୁଦ୍ରକୁ ସଙ୍ଖେ, ନବୀନ କହିଲେ ନୈରାଶ୍ୟଜନକ, ଦେଲେ ଫେଲ ମାର୍କ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅର୍ଥମନ୍ତ୍ରୀ ପିୟୂଷ ଗୋଏଲ ଶୁକ୍ରବାର ସଂସଦରେ ୪ମାସ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । କୃଷକ, ଅଣସଂଗଠିତ ଶ୍ରମିକ ଓ ମଧ୍ୟବିତ୍ତଙ୍କ ପାଇଁ ଏହା ସୁହାଇବା ଭଳି ହୋଇଥିବା ବେଳେ ବଜେଟ୍କୁ ନେଇ ଭିନ୍ନ ପ୍ରତିକ୍ରିାୟା ପ୍ରକାଶ ପାଇଛି । ବଜେଟ୍ ଘୋଷଣା ହେବା…