ବଢିଲା ରେପୋ ରେଟ୍
ପୁଣି ବଢିଲା ରେପୋ ରେଟ୍ । ଦରଦାମ ବୃଦ୍ଧିକୁ ନେଇ ଲୋକେ ଚିନ୍ତିତ ଥିବାବଳେ ଆଜି ଆରବିଆଇ ବ୍ୟାଙ୍କ ସୁଧହାର ବା ରେପୋ ରେଟ୍ ବୃଦ୍ଧି କରିଛି । ୫୦ ବେସିସ୍ ପଏଣ୍ଟ ବଢିଛି ରେପୋ ରେଟ୍। ଯାହାଫଳରେ ରେପୋ ରେଟ୍ ଏବେ ୫.୪୦ ପ୍ରତିଶତରେ ପହଞ୍ଚିଛି । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ…