ଶବ ଶୋଭାଯାତ୍ରାବେଳେ କୋଭିଡ ନିୟମ ଭାଙ୍ଗି ୫୦୦ଜଣଙ୍କ ନାମରେ ମାମଲା ରୁଜୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ-୧୯ର ନିୟମ ଭାଙ୍ଗିବା ପଡିଲା ମହଙ୍ଗା । ରାଉରକେଲାରେ ଶବ ଶୋଭାଯାତ୍ରା ବେଳେ କୋଭିଡ ନିୟମ ଭାଙ୍ଗି ଏକତ୍ର ହୋଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ । ପାଖାପାଖି ୫୦୦ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ରାଉରକେଲା ଏସପି…