ସ୍ନାନ ପୂର୍ଣ୍ଣିମାରେ ଗଜପତି କରିବେନି ଛେରା ପହଁରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ଗଜପତି ମହାରାଜା ଛେରା ପହଁରା କରିବେନି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ମହାରାଜା ନୀତି କରିବେନି ବୋଲି ଜଣାପଡ଼ିଛି। ଗଜପତିଙ୍କ ପ୍ରତିନିଧି ଭାବେ ମୂଦିରତ ଛେରା ପହଁରା ନୀତି ସମ୍ପାଦନ କରିବେ। ଗଜପତି ମହାରାଜଙ୍କ…