Browsing Tag

# Rathayatra 2021

ସୁବର୍ଣ୍ଣ ଆଭୂଷଣରେ ସଜ୍ଜିତ ହୋଇ ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହଣ ମହଣ ସୁବର୍ଣ୍ଣ ଆଭୂଷଣରେ ସଜ୍ଜିତ ହୋଇ ସୁନାବେଶରେ ରଥ ଉପରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । କିନ୍ତୁ ଚଳିତ ବର୍ଷ ମଧ୍ୟ କେହି ଭକ୍ତ ଭଗବାନଙ୍କୁ ପୁରୀ ଯାଇ ଦର୍ଶନ କରି ପାରିନାହାନ୍ତି । କରୋନା କଟକଣା ମଧ୍ୟରେ ଠାକୁରଙ୍କ ସୁନା ବେଶ ଅନୁଷ୍ଠିତ ହୋଇଛି ।…

ପବିତ୍ର ବାହୁଡା ଯାତ୍ରା : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମଙ୍ଗଳବାର ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଗୁଣ୍ଡିଚା ଆଗରେ ଏବେ ଦଣ୍ଡାୟମାନ ଅଛନ୍ତି ୩ରଥ। ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇସାରିଲାଣି। ଏସବୁ ମଧ୍ୟରେ ପବିତ୍ର ବାହୁହା ଯାତ୍ରା ଅବସରରେ…

ଜନ୍ମବେଦୀରୁ ବାହୁଡୁଛନ୍ତି ମହାବାହୁ : ଶେଷ ହେଲା ପହଣ୍ଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମଙ୍ଗଳବାର ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଗୋଟି ପହଣ୍ଡିରେ ନାକଚଣା ଦ୍ଵାର ଦେଇ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ…

ଶ୍ରୀମନ୍ଦିର ଅଭିମୁଖେ ରଥ, ପଥ ପ୍ରସ୍ତୁତ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଲିର ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସମ୍ୱନ୍ଧରେ ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା କ୍ରିଷନ କୁମାର କହିଛନ୍ତି, ବାହୁଡା ଯାତ୍ରାର ପ୍ରାୟତଃ ସମସ୍ତ କାର୍ଯ୍ୟ ଶେଷ ହୋଇସାରିଛି । ଚାରମାଳ ବନ୍ଧାହେବା ଠାରୁ ଆରମ୍ଭ କରି ସେନାପଟା ସହିତ…

ବାହୁଡ଼ା ଯାତ୍ରା ପ୍ରସ୍ତୁତି, ରଥ ନେଲା ଦକ୍ଷିଣମୋଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ହେରାପଞ୍ଚମୀ ପରେ ଆଜି ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ସମ୍ମୁଖରେ ଅଟକି ରହିଥିବା ୩ ରଥ ଆଜି ଦକ୍ଷିଣମୋଡ଼ ନେଇଛନ୍ତି । ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ…

ଆଡ଼ପ ମଣ୍ଡପକୁ ବିଜେ କଲେ ମହାବହୁ

ଓଡ଼ିଶା ଫାଷ୍ଟ (ବ୍ୟୁରୋ, ପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି । ସାଥୀରେ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି । ଏଥି ପାଇଁ ପୂର୍ବରୁ ସମସ୍ତ ପ୍ରକାରର ନିକାନ୍ତି ଶେଷ ହୋଇଛି ।କାଳିଆ ସାଆନ୍ତ ରଥରୁ ଓହ୍ଲାଇ ଜନ୍ମବେଦୀକୁ ଯିବା ପୂର୍ବରୁ…

ପହଞ୍ଚିଲା ବୈଷୟିକ କମିଟି: ଗର୍ଭ ଗୃହ ଓ ନାଟ ମଣ୍ଡପ ସ୍ଥିତି ବୁଲି ଦେଖୁଛନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ଯାଞ୍ଚ କରିବା ପାଇଁ ପହଞ୍ଚିଲେ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ । ଏହିଟିମ ଗର୍ଭଗୃହ, ନାଟମଣ୍ଡପ ସ୍ଥିତି ଦେଖିବା ସହ ଶ୍ରୀମନ୍ଦିର ଭିତରର ସମସ୍ତ ସ୍ଥିତି ଯାଞ୍ଚ କରିବ । ବେହରଣ ଦ୍ୱାର ଖୋଲା ଯାଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଅନ୍ୟ…

ଶରଧାବାଲିରେ ପହଞ୍ଚିଲା ତିନିଥର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା କଟକଣା ମଧ୍ୟରେ ପାଳନ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି । ଅତ୍ୟନ୍ତ ଭାବ ବିହ୍ୱଳ ପରିବେଶରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା । ଏହାପରେ ଭକ୍ତି ରସରେ ଉନ୍ମାଦିତ ପରିବେଶ ମଧ୍ୟରେ, ଦେବୀ…

ଧାଡ଼ି ପହଣ୍ଡି ପରେ ଏବେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧାଡ଼ି ପହଣ୍ଡି ପରେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଦେଉଳ ଭିତରୁ ଧାଡ଼ିରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ରଥକୁ ଆସିଛନ୍ତି ମହାପ୍ରଭୁ। ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ମଝିରେ ଆସିଥିଲେ ଗେଲି ଭଉଣୀ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଟାହିଆକୁ ଦୋହଲାଇ…

ଦେଖନ୍ତୁ ରଥଯାତ୍ରା ର ସିଧାପ୍ରାସରଣ, ଓଡ଼ିଶା ଫାଷ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଥଯାତ୍ରା ର ହାର୍ଦ୍ଦିକ ଅଭିନନ୍ଦନ । ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା । ଓଡ଼ିଶା ଫାଷ୍ଟ ରେ ଦେଖନ୍ତୁ ଏହାର ସିଧାପ୍ରାସରଣ । ଜୟ ଜଗନ୍ନାଥ । https://youtu.be/SJoefOWNl4k