Browsing Tag

Rathayatra

ଆଜିଠୁ ପୁରୀରେ ଲାଗୁ ହେବ କର୍ଫ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଜୋରସୋର ପ୍ରସ୍ତୁତିରେ ଲାଗିଛି ଶ୍ରୀମନ୍ଦିର ପ୍ରଶାସନ । ଘୋଷଯାତ୍ରା ଭଳି ଆଜି ରାତି ୮ଟାରୁ ୨୧ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ଜାରି ହେବ କର୍ଫ୍ୟୁ । ସହରରେ କଡ଼ା ସୁରକ୍ଷା…

ଉତ୍କଳ ବିଶ୍ୱବିଦ୍ୟାଳୟ ଜଗନ୍ନାଥ ମନ୍ଦିର ପରିସରରେ ରଥରେ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ବାଲି ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଅପରାହ୍ନ ୧ ଟା ୩୦ ସମୟରେ ପହଣ୍ଡି କରାଯାଇଥିଲା। କରୋନା ଗାଇଡ ଲାଇନ୍ ସମ୍ପୂର୍ଣ ଭାବେ ଅନୁ ପାଳନ କରାଯାଇ ମନ୍ଦିର ପରିସରରେ ପହଣ୍ଡି ସମେତ…

ତାଳଧ୍ୱଜ , ଦର୍ପଦଳନ ଓ ନନ୍ଦିଘୋଷ ରଥ ପହଞ୍ଚିଲା ଗୁଣ୍ଡିଚା ମନ୍ଦିରରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭକ୍ତ ଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ତିନି ଠାକୁର ଶ୍ରୀମନ୍ଦିର ରୁ ବାହାରିଛନ୍ତି ମାଉସୀ ମା' ଙ୍କ ଘରକୁ। ତିନି ଠାକୁର ଙ୍କୁ ଦେଖିବା ପାଇଁ ବଡ ଦାଣ୍ଡରେ ୧୦ ଲକ୍ଷ ରୁ ଅଧିକ ଭକ୍ତଙ୍କର ସମାଗମ ହୋଇଛି। ସୁରୁଖୁରୁରେ ତିନିଠାକୁରଙ୍କ ରଥାରୁଢ ପରେ ଆରମ୍ଭ…