Browsing Tag

Ratha yatra

ବାହୁଡ଼ିଲେ କଳାଶ୍ରୀମୁଖ । ଭକ୍ତିରେ, ବର୍ଷାରେ ଭିଜିଲେ ପ୍ରଶାସକ, ସେବକ ହୋଇ ଏକ।

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେ ତ' ଭକତ ଭାବରେ ବନ୍ଧାରେ ସେ ତ' ଭକତ ଜୀବନ ଧନ । ମହାପ୍ରଭୁ ଭକ୍ତଙ୍କ ଭକ୍ତି ଭାବରେ ବନ୍ଧା । ଭକ୍ତଙ୍କ ଆଖିରୁ ଭକ୍ତିରେ ଝରୁଥିବା ଟୋପାଏ ଲୁହ ମହାପ୍ରଭୁଙ୍କ ପାଇଁ ମୁକ୍ତା ସହିତ ସମାନ । କାଳିଆ ସୁନା ଭାବ ବିନୋଦିଆ ଠାକୁର । ତାଙ୍କ ପାଖରେ…

କାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା, ଅପରାହ୍ଣ ୪ ଟାରୁ ରଥ ଟଣା ନେଇ ନୀତି ନିର୍ଘଣ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନଅ ଦିନର ଲୀଳାଖେଳା ସାରି ବାହୁଡ଼ିବେ ମହାବାହୁ । ଆଜି ନୀତି ଅନୁସାରେ ସନ୍ଧ୍ୟା ଦର୍ଶନ ଚାଲିଛି । କରୋନା କଟକଣା ପାଇଁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ମଙ୍ଗଳବାର ହରିଶୟନ ଏକାଦଶୀରେ ଅନୁଷ୍ଠିତ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ନୀତି ନିର୍ଘଣ୍ଟ…

୩ ରଥରେ ସାମାନ୍ୟ ଫାଟ, ସ୍ୱତନ୍ତ୍ର ବୈଷୟିକ ଟିମ୍‌ର ଯାଞ୍ଚ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରିଛି ରଥଯାତ୍ରା । ଆସନ୍ତା ୧୭ ତାରିଖରେ ତିନିରଥର ଦକ୍ଷିଣ ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବୈଷୟିକ ଟିମ୍ ଦ୍ବାରା ତିନିରଥର ହେଲା ଯାଞ୍ଚ। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ। ତିନିରଥରେ ରହିଛି ସାମାନ୍ୟ ଫାଟ। ଖବର ଅନୁଯାୟୀ, ବଳଭଦ୍ରଙ୍କ…

ଆଡ଼ପ ମଣ୍ଡପକୁ ବିଜେ କଲେ ମହାବହୁ

ଓଡ଼ିଶା ଫାଷ୍ଟ (ବ୍ୟୁରୋ, ପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି । ସାଥୀରେ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି । ଏଥି ପାଇଁ ପୂର୍ବରୁ ସମସ୍ତ ପ୍ରକାରର ନିକାନ୍ତି ଶେଷ ହୋଇଛି ।କାଳିଆ ସାଆନ୍ତ ରଥରୁ ଓହ୍ଲାଇ ଜନ୍ମବେଦୀକୁ ଯିବା ପୂର୍ବରୁ…

ମହାପ୍ରଭୁଙ୍କ ପାଖରେ ଲାଗି ହେବ ୧୦ଫୁଟ ଲମ୍ବର ଧୂପକାଠି, ପଢନ୍ତୁ କେଉଁଠାରୁ ଆସିଛି ଏ ଧୂପକାଠି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁଙ୍କ ପାଖରେ ଲାଗି ହେବ ୧୦ଫୁଟ ଲମ୍ବର ଧୂପକାଠି। ଗୋଟିଏ ଲାଗିବ ରଥଯାତ୍ରା ବେଳେ ଆଉ ଗୋଟିଏ ଲାଗିବ ବାହୁଡ଼ା ଯାତ୍ରା ବେଳେ । ଜଣେ ମହନ୍ତ ମହାରାଜ ୧୯୮୬ ମସିହାରୁ ଏହି ଧୂପକାଠି ଲଗାଇ ଆସୁଛନ୍ତି । ସେ ଆଜି ଏହି ଧୂପକାଠି ନିଜ ବାଇକରେ ନେଇ ପହଞ୍ଚିଛନ୍ତି…

ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଫାଷ୍ଟ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ଜଣାପଡିଛି । ଆସନ୍ତା ୮ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ ଅଧିକାରୀମାନେ ସାମିଲ ହେବେ ।…

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ, ୧୫ଦିନ ଧରି ଜାରି ରହିବ ଗୁପ୍ତ ସେବା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ଶ୍ରୀଜିଉ। ସ୍ନାନବେଦୀ ମହାପ୍ରଭୂଙ୍କ ସ୍ନାନ ନୀତି ସଂପର୍ଣ୍ଣ ହୋଇଛି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ। ମହାସ୍ନାନ ପରେ ଶ୍ରୀଜିଉଙ୍କ ହାତୀବେଶ ଦର୍ଶନ ଅନୁଷ୍ଠିତ ହେବ।…

ଆଜି ତିନିରଥର ‘ବଡଧରା ପୋଟଳ’ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଆଜି ମୋଟ ୭୮ ମହାରଣା, ୭୬ ଭୋଇ ସେବକ, ୫ କରତି ସେବକ, ଜଣେ ପାହି ମହାରଣା, ୧୬ ଓଝା ବା କମାର ସେବକ, ୨ ତୁମ୍ବ ବିନ୍ଧ କାରୀଗର, ୧୯ ରୂପକାର ସେବକ, ଜଣେ ରଥଖଳା ସହାୟକ ସହିତ ମୋଟ ୧୯୮ଜଣ ନିଯୁକ୍ତ ହୋଇଥିଲେ ।…

ଡ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରାକ ପ୍ରସ୍ତୁତି ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ରଥଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ SJTA ର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ରଥଯାତ୍ରା ୨୦୨୧ ସମୟରେ କୋଭିଡ ପରିଚାଳନା ସହ ଜଡିତ ସମସ୍ତ ଆଲୋଚନା ହୋଇଥିଲା । ସୂଚନା…

ଜୁଲାଇ ୧୨ରେ ରଥଯାତ୍ରା: ପୁରୀ ଛଡ଼ା ଆଉ କେଉଁଠି ଟଣା ହେବନି ରଥ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କରୋନା କମିଥିବା ବେଳେ ଜୁଲାଇ ୧୨ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି । ହେଲେ ପୁରୀକୁ ଛାଡି ଅନ୍ୟ ମନ୍ଦିରରେ ହେବନି ରଥଯାତ୍ରା । ବର୍ତ୍ତମାନର ସ୍ଥିତି ତଥା…