Browsing Tag

Ratha Yatra 2021

ଶ୍ରୀନଅରକୁ ବହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି, ଗୀତଗୋବିନ୍ଦ ଧ୍ୱନିରେ ପ୍ରକମ୍ପିତ ହେଲା ସିଂହଦ୍ଵାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ସଂପନ୍ନ ହେଲା ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଗୀତଗୋବିନ୍ଦ ଧ୍ୱନିରେ ପ୍ରକମ୍ପିତ ହେଲା ସିଂହଦ୍ଵାର । ରାଜ୍ୟ ସରକାର, ଶ୍ରୀମନ୍ଦିର ମୁଖ୍ୟ…

ସେବାୟତଙ୍କ ସହ ଗୀତ ଗୋବିନ୍ଦ ଗାଇ ଭାବ ବିହ୍ୱଳ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଳିଆ ପ୍ରେମରେ ଭାବବିଭୋର ହୋଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରୀଷନ କୁମାର । ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବା ଲାଗି ଯାଇଥିବା ବେଳେ ଭାବ ବିହ୍ୱଳ ହୋଇଥିବା ଦେଖିବାକୁ ମିଳିଥିଲା । ଗତକାଲି ଶ୍ରୀମନ୍ଦିରକୁ ଯାଇଥିବା ବେଳେ ଗୀତ ଗୋବିନ୍ଦ ଗାୟନ…

ପୁରୀରେ ଆସନ୍ତାକାଲି ରାତି ୮ଟାରୁ ଲାଗୁ ହେବ ଦୁଇ ଦିନିଆ କର୍ଫ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଥଯାତ୍ରା ଯେତେ ନିକଟତର ହେଉଛି କଟକଣା ମଧ୍ୟ ସେତେ ବଳବତ୍ତର ହେଉଛି । ରଥଯାତ୍ରା ପାଇଁ ଦୁଇଦିନ ପୁରୀରେ କର୍ଫ୍ୟୁ ଲାଗୁ ହେବାକୁ ଥିବାରୁ ଆଜି ସଟଡାଉନ କଟକଣାକୁ ସହରରେ କୋହଳ କରାଯାଇଛି । ଆସନ୍ତାକାଲି ରାତି ୮ଟାରୁ ଦୁଇ ଦିନିଆ କର୍ଫ୍ୟୁ ଲାଗୁ ହେବ । ଅର୍ଥାତ…

‘ପ୍ରଭା’ ଫିଟିଙ୍ଗ କାର୍ଯ୍ୟ ଭୋଇସେବକ ଏବଂ ମହାରଣା ସେବକ ମାନଙ୍କ ଦ୍ୱାରା ସମ୍ପନ୍ନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ତିନିରଥରେ ଶ୍ରୀ ଜୀଉମାନଙ୍କ 'ପ୍ରଭା' ଫିଟିଙ୍ଗ କାର୍ଯ୍ୟ ଭୋଇସେବକ ଏବଂ ମହାରଣା ସେବକ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଅଛି। ଏହି କାର୍ଯ୍ୟରେ ମୋଟ ୧୯୭ ଜଣ ନିର୍ମାଣକାରୀ ଯୋଗଦାନ କରିଥିଲେ । ଏହାସହ ତିନିରଥର ଦୁଆର ବେଢାରେ କନା…

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ । ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଚାଲିଥିଲା ଗୁପ୍ତ ଉପଚାର । ଦତ୍ତମହାପାତ୍ର ଅଣସର ପିଣ୍ଡିରେ ବିଜେ ଶ୍ରୀବିଗ୍ରହଙ୍କ ୩ଟି ପର୍ଯ୍ୟାୟରେ ସେବା କରୁଥିଲେ । ଗତକାଲି ରାତିରେ ଶ୍ରୀଅଙ୍ଗରେ ଖଡି ଲାଗି…

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକ ଶେଷ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷର ଘୋଷଯାତ୍ରା ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଉପସ୍ଥିତ ରହିଥିଲା ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ସମୀର…

ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କିଭଳି ଚାଲିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ପ୍ରସ୍ତୁତି । କଣ ହୋଇଛି ବ୍ୟବସ୍ଥା ? ଆଜି ଏସବୁର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ଭର୍ଚୁଆଲ ମାଧ୍ୟମରେ…

ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଭିତରେ ଆୟୋଜିତ ହେବ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପୂର୍ବରୁ ଗଜପତି ମହାରାଜା ଛେରାପହଁରା କରିବେ ନା ନାହିଁ ଏହାକୁ ନେଇ ଦ୍ଵନ୍ଦ ଲାଗିରହିଥିବା ବେଳେ ମହାରାଜା କହିଥିଲେ ଜଗନ୍ନାଥଙ୍କ ନିର୍ଦ୍ଦେଶ…

ସୁସ୍ଥ ହେଉଛନ୍ତି ଶ୍ରୀଜିଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଛି ଗୋପନ ସେବା। ଶ୍ରୀମନ୍ଦିରକୁ ବିଜେ ହୋଇଥିବା ଦଶମୂଳ ମହୌଷଧୀ ମହାପ୍ରଭୁଙ୍କୁ ଲାଗି କରାଯାଇଛି। ବିଳମ୍ୱିତ ରାତିରେ ଏସବୁ ନୀତି ସମ୍ପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ଅନୁଭବ କରୁଛନ୍ତି। ରବିବାର…

ରଥ ଉପରେ କୌଣସି ସେବାୟତ ଫଟୋ ଉଠାଇବେ ନାହିଁ

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଶେଷ ହେଲା ଛତିଶାନିଯୋଗ ବୈଠକ । ଗତବର୍ଷ ପରି କେବଳ ସେବାୟତ ମାନେ ରଥଟାଣିବେ। ଅନ୍ଯକେହି ରଥଟାଣିବେ ନାହିଁ। ରଥଯାତ୍ରା ସହ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ହେବ କୋଭିଡ୍‌ ଆରଟିପିସିଆର୍‌ ଟେଷ୍ଟ। ନେଗେଟିଭ୍‌ ଥିଲେ ଯାତ୍ରାରେ ସାମିଲ ହେବେ। ମାସ୍କ ଓ ଗାମୁଛା ସେବାୟତ…