Browsing Tag

Ratha yatra

ଡିଜିଙ୍କ ରଥଯାତ୍ରା ବୈଠକ: ମୁତୟନ ହେବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଉ ମାତ୍ର ୨ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାକୁ ନେଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ପୋଲିସ୍ ଡିଜି । ପୁରୀରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଭକ୍ତଙ୍କ…

ରଥଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ରଥଯାତ୍ରା ଆସୁଛି ସେଥିପାଇଁ ଭିଡ ହେବ । ଏନେଇ ସମସ୍ତଙ୍କୁ ସାବଧାନ ରହିବାକୁ ପଡିବ । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଏବେ ସଂକ୍ରମଣ ବଢିଛି । ସେଥିପାଇଁ ସତର୍କ ରହିବାକୁ ସେ ପରାମର୍ଶ…

ମୁଖ୍ୟମନ୍ତ୍ରୀ ଆସିଲେ ବସ୍ ଧର୍ମଘଟ ନିଷ୍ପତ୍ତି ହେବ : ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁଲାଇ ୧ ତାରିଖରୁ ବସ ଧର୍ମଘଟ ନେଇ ସଂଘର ନିଷ୍ପତ୍ତି ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ତେବେ ଆଲୋଚନା ସମ୍ପର୍କରେ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏନେଇ ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ…

ଦଶମୂଳମୋଦକ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କଠାରେ ଦଶମୂଳମୋଦକ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିଛନ୍ତି । ଚନ୍ଦନରେ କର୍ପୂର, କେଶର ଓ କସ୍ତୁରୀ ମିଶାଇ…

ଚକା ସିଂହାସନ ପରେ ଶୁକ୍ରବାର ରଥରେ ଉଠାଇବେ ଦୁଆରଘଡ଼ା

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରଥଖଳାରେ ଠାକୁରଙ୍କ ଚକା ସିଂହାସନ ତିଆରିଛନ୍ତି ବିଶ୍ୱକର୍ମା । ଚକାବେଦିରେ ଠାକୁରେ ଅବସ୍ଥାନ କରିବେ । ବେଦି ପଛପଟେ ରହିବ ପ୍ରଭା । ବିଶ୍ୱକର୍ମାମାନେ ପ୍ରଭାକାମ ସାରି ରୂପକାରଙ୍କୁ ଦେଇଛନ୍ତି । ତାଳଧ୍ୱଜ ରଥର ବ୍ରେକ୍‌ ଚକରେ ଲାଗିଲା କ୍ଲାମ୍ପ ।…

ରଥ ଖଳା: ୧୦ ଜଣିଆ ଟିମ୍ ରଥ କାର୍ଯ୍ୟ ଯାଞ୍ଚ କଲେ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଗେଇ ଚାଲିଛି ଶ୍ରୀବିଗ୍ରହଙ୍କ ତିନି ରଥର ନିର୍ମାଣ କାମ । ବଡ଼ପୋଟଳ ଉଠିବା ପରେ ଶନିବାର ତିନି ରଥରେ କଇଁଚି ବାଡ଼ିଆଯାଇଛି । ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରୁଛନ୍ତି । ରଥର ପୋଟଳ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୩ ପରସ୍ତରୁ ୧୧ ଟି…

ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ଅଖ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ ଅଖ। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ରାସ୍ତାକୁ ଭାଇବ୍ରେଟର ସାହାଯ୍ୟରେ ଖୋଳାଯାଉଛି। ଫାଟ ଥିବା ଅଖକୁ କଢାଯାଇ ନୂତନ ଅଖ ଲଗାଯିବ। ଅଖରେ ଫାଟ ଯୋଗୁ ଏହାକୁ ବଦଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଖରେ…

ବଦଳିଲା ନନ୍ଦିଘୋଷ ରଥର ସାନ ଉଛଳା ଅଖ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନନ୍ଦିଘୋଷ ରଥର ଅଖରେ ଫାଟ ଥିବା ଖବର ସାମ୍ନାକୁ ଆସିବା ପରେ ବଦଳିଛି ଅଖ । ତେଣୁ ଏହି କାରଣ ପାଇଁ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ ଅଖ ବଦଳିଛି । ଅଖରେ ଫାଟ ଥିବାରୁ ଓଝା ସେବକମାନେ ଗତକାଲି ଅଖ, ଦଣ୍ଡା, କୁଡୁକାକୁ ବାନ୍ଧି ରଖିବା ପାଇଁ କ୍ଲାମ୍ପ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନୀତି ନିର୍ଘଣ୍ଟ, ଅପରାହ୍ନ ୪ଟାରେ ରଥଟଣା ନୀତି

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପବିତ୍ର ରଥ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ସ୍ନାନଯାତ୍ରା, ରଥଯାତ୍ରା , ବାହୁଡା ଯାତ୍ରା ନୀତି ନିର୍ଘଣ୍ଟକୁ ପରିଚାଳନା କମିଟି ବୈଠକରେ ଅନୁମୋଦନ । ସ୍ନାନପୂର୍ଣ୍ଣିମା ଦିନ ଭକ୍ତଙ୍କ ଦର୍ଶନ ପାଇଁ…

ସମସ୍ତ ନୀତି ନିର୍ଘଣ୍ଟର ଅନୁମୋଦନ କରାଯିବ ପରିଚାଳନା କମିଟି ବୈଠକ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଆଜି ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଖବର ଅନୁଯାୟୀ, ଆସନ୍ତା ୧୩ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ…