Browsing Tag

ratha-construction-going-on-in-puri

ବଦଳିଲା ନିଷ୍ପତ୍ତି; ଚାଲିଲା ରଥ କାମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅମ୍ଫାନ’ ବାତ୍ୟା ପ୍ରଭାବରେ ମେଘୁଆ ପାଗ ସତ୍ତ୍ୱେ ରଥଖଳାରେ ତିନି ରଥ ନିର୍ମାଣ କାମ ଚାଲିଛି। ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ ରଥ କାମରେ ଲାଗିପଡିଛନ୍ତି ବିଶ୍ୱକର୍ମା।‘ଅମ୍ଫାନ’ ପାଇଁ ଦୁଇ ଦିନ ରଥ ନିର୍ମାଣ କାମ ବନ୍ଦ ରଖିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା।…