୬୫ ବର୍ଷୀୟ ବୃଦ୍ଧ ଙ୍କ ଦୁଷ୍କର୍ମ ଉଦ୍ୟମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଥାରେ ଅଛି ବୟସ ବୃଦ୍ଧି ହେଲେ ମଣିଷ ର ଅଭିଜ୍ଞତା ମଧ୍ୟ ବୃଦ୍ଧି ପାଏ। ସେଥିପାଇଁ କୌଣସି କାମ କରିବା ପୂର୍ବରୁ ବଡ଼ ମାନଙ୍କର ଉପଦେଶ ନିଆଯାଏ । ମାତ୍ର ଏବେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅଧିକାଂଶ ସମୟରେ ଦୁଷ୍କର୍ମ ପରି ଘୃଣ୍ୟ ଘଟଣା ସାମ୍ନାକୁ ଆସୁଛି।…