Browsing Tag

Rape

ହାଇଦ୍ରାବାଦରେ ସପ୍ତାହକରେ ୫ ଦୁଷ୍କର୍ମ: ଜାତୀୟ ମହିଳା ଆୟୋଗର ହସ୍ତକ୍ଷେପ

ହାଇଦ୍ରାବାଦ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତ କିଛି ସପ୍ତାହ ମଧ୍ୟରେ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ନାବାଳିକା ଓ ମହିଳାଙ୍କ ବିରୋଧରେ ଦେଖିବାକୁ ମିଳିଥିବା ଏକାଧିକ ଜଘନ୍ୟକାଣ୍ଡ ନେଇ ଉଦବେଗ ପ୍ରକାଶ କରିଛି ଜାତୀୟ ମହିଳା ଆୟୋଗ। ଏହି ଘଟଣାରେ ତେଲେଙ୍ଗାନା ପୁଲିସ ତ୍ବରିତ ହସ୍ତକ୍ଷେପ…

ଘରୋଇ ଶିକ୍ଷାନୁଷ୍ଠାନରେ ଦୁଷ୍କର୍ମ: ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ବୟସ 24 ବର୍ଷ । ସେ ଛତିଶଗଡ଼ କବିର ଥାନା ଅଞ୍ଚଳର । ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମଧ୍ୟ ସେଇ…

୮ ବର୍ଷ ପରେ ନ୍ୟାୟ: ଶିଶୁକନ୍ୟା ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ):ଶିଶୁକନ୍ୟା ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ । ଦୋଷୀ ସଞ୍ଜିତ ବାଗ୍ କୁ ଦଣ୍ଡାଦେଶ କଲେ ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ୧୦ ବର୍ଷ ଜେଲ ସହ ୧୫ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି । ସୁଚନା ଅନୁସାରେ ସମ୍ବଲପୁର ଜିଲ୍ଲା ୨୦୧୪ରେ…

୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲା ୧୬ ବର୍ଷର ନାବାଳକ

କରଞ୍ଜିଆ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଲଜ୍ଜା। ଗତକାଲି କରଞ୍ଜିଆ ଅଞ୍ଚଳରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ୧୬ ବର୍ଷୀୟ ନାବାଳକ, ଏକ ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏକ ଟଙ୍କା ଲୋଭ ଦେଖାଇ ଅନ୍ୟ ସ୍ଥାନକୁ ଡାକି ନେଇ…

ପିକ୍‌ନିକ୍‌ ଯାଇଥିବା ଯୁବତୀଙ୍କୁ ୨୨ ଜଣ ଗଣଦୁଷ୍କର୍ମ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିକନିକ୍‌ ଯାଇଥିବା ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି। ୨୨ ଜଣ ମିଶି ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୋଲିସ ୧୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଭଳି ଏକ ଅମାନୁଷିକ ଘଟଣା ଝାଡ଼ଖଣ୍ଡର ଜାମସେଦପୁରରେ ଥିବା ପରସୁଡୀୟ…

ବନ୍ଧୁକ ଦେଖାଇ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉତ୍ତରପ୍ରଦେଶ କାନପୁର ଅନ୍ତର୍ଗତ ଦେହଟ ଜିଲ୍ଲାରେ ବନ୍ଧୁକ ଦେଖାଇ ଦୁଇଜଣ ବ୍ୟକ୍ତି ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାଟି ଏକ ସପ୍ତାହ ପୂର୍ବରୁ ଘଟିଥିଲେ ମଧ୍ୟ ପୀଡ଼ିତାଙ୍କ ପିତା-ମାତା ଥାନାରେ ଅଭିଯୋଗ କରିବା ପରେ…

ଚଳନ୍ତା ବସରେ ମହିଳାଙ୍କୁ ଦୁଷ୍କର୍ମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉତ୍ତର ପ୍ରଦେଶର ମଥୁରାରେ ଏକ ଚଳନ୍ତା ବସରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ଘଟଣାଟି ମଥୁରାର ଟୋଲ ପ୍ଲାଜା ନିକଟରେ ଘଟିଛି। ବସଟି ଲଖନଓରୁ ବାହାରି ଦିଲ୍ଲୀ ଅଭିମୁଖେ ଯାଉଥିଲା। ଏହି ବସରେ ୪୦ ଜଣ ଯାତ୍ରୀ ଥିଲେ ମଧ୍ୟ ଦୁଷ୍କର୍ମ ବେଳେ କେହି ବି ଏକଥା…

ଭିନ୍ନକ୍ଷମ ମହିଳା ବଳାତ୍କାର ର ଶିକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ମାନସିକ ରୋଗ ରେ ପିଡ଼ିତା ମହିଳା ହୋଇଛନ୍ତି ଯୌନ ଶୋଷଣ ର ଶିକାର। ଭୁବନେଶ୍ୱର ର ମଞ୍ଚେଶ୍ୱରର ଥାନା ଅଧିନସ୍ଥ ସମେଇଗାଡ଼ିଆ ରେ ଥିବା ବିକାଶ ଡିସେବଲ ଇନଷ୍ଟିଚ୍ୟୁଟ ର ମାଲିକ ଜୟନ୍ତ ପଣ୍ଡା ସେହି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ କରିଛନ୍ତି ଦୁଷ୍କର୍ମ।…