ନ୍ୟୂଡ ଫଟୋସୁଟ ସମୟରେ କ’ଣ ସତରେ ରଣବୀରଙ୍କୁ ଅସୁବିଧା ହୋଇଥିଲା ? ଖୁଲାସା କଲେ ଫଟୋଗ୍ରାଫର
କିଛିଦିନ ପୂର୍ବେ ବଲିଉଡ ଅଭିନେତା ରଣବୀର ସିଂ ଏକ ନ୍ୟୂଡ ଫଟୋସୁଟ କରିଥିଲେ । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଫଟୋକୁ ନେଇ । ଏହି ଫଟୋକୁ ନେଇ ତାଙ୍କ ନାଁରେ ବିବାଦ ଆରମ୍ଭ ହେଵା ସହ ଥାନାରେ ଏଫଆଇଆର ମଧ୍ୟ ରୁଜୁ ହୋଇସାରିଛି । ତେବେ ଏହି…