ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି; ବିଜେପି-ପୋଲିସ କର୍ମୀ ମୁହାଁମୁହିଁ
ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି ଅଞ୍ଚଳ । ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ । ଧସ୍ତାଧସ୍ତି ବେଳେ ଢେଲାମାଡ଼ରେ ଜଣେ ଡିଏସପିଙ୍କ ସମେତ ୬ ପୋଲିସ କର୍ମଚାରୀ ଆହତ । ଗୁରୁତର ଅବସ୍ଥାରେ DSPଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଇନଶୃଙ୍ଖଳା ପ୍ରସଙ୍ଗରେ…