ପର୍ଯ୍ୟଟକଙ୍କ ମନ ମୋହିବ ‘ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ‘
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଣାର୍କ, ରାମଚଣ୍ଡୀ ବେଳାଭୂମିରେ ଆରମ୍ଭ ହୋଇଥିବା 'ମେରାଇନ ଡ୍ରାଇଭ ଇକୋ - ରିଟ୍ରିଟ' ପର୍ଯ୍ୟଟକଙ୍କ ମନ ମୋହିବାର ଏକ ପ୍ରଶଂସନୀୟ ପ୍ରୟାସ । ଓଡ଼ିଶାରେ ପ୍ରଥମଥର ପାଇଁ ଏପରି ପ୍ରୟାସ ହୋଇଛି । ଏହି ପ୍ରୟାସକୁ ସବୁ ମହଲରୁ ଖୁବ ପ୍ରଶଂସା ମଧ୍ୟ ମିଳୁଛି । ୪୯ ଦିନ…