ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ୍ ହେବ ରାମାୟଣ, ମହାଭାରତ ଓ ରାମଚରିତ ମାନସ
ସାମରିକ ସିଲାବସରେ ଭଗବତ ଗୀତା ସାମିଲ୍ ହୋଇ ଚର୍ଚ୍ଚିତ ହେଉଥିବା ବେଳେ ଏହା ମଧ୍ୟରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମଧ୍ୟ ପ୍ରଦେଶ ସରକାର। ରାଜ୍ୟର ଶିବରାଜ ସିଂହ ସରକାର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଓ ରାମଚରିତ ମାନସ ସାମିଲ୍ କରିଛନ୍ତି। ସୋମବାର ଏହି ନିଷ୍ପତ୍ତି…