ପ୍ରଭୁ ଶିବଙ୍କ ଆଗରୁ ଏଠି ପୂଜା ପାଏ ରାବଣ, ମନ୍ଦିର ସହ ଜଡ଼ିତ ଅଛି ଅଭୁତ ରହସ୍ୟମୟ ଘଟଣା
ଆମ ହିନ୍ଦୁ ଧର୍ମରେ ଦେବାଦେବୀଙ୍କ ପୂଜନ ବିଷୟରେ ବର୍ଣ୍ଣନା କରାଯିବା ସହ ସେମାନଙ୍କ ମନ୍ଦିର ଆମ ସମାଜରେ ରହିଛି। କିନ୍ତୁ କୌଣସି ସ୍ଥାନରେ ଆପଣ ରାକ୍ଷସଙ୍କ ପୂଜା ହେଉଥିବାର ହୁଏତ ଶୁଣି ନଥିବେ। ହେଲେ ଏମିତି ଗୋଟିଏ ମନ୍ଦିର ରହିଛି ଯେଉଁଠି ଶିବଙ୍କ ଆଗରୁ ରାବଣଙ୍କ ପୂଜା ହୋଇଥାଏ। ଏହା ପଛରେ…