୨୯ରେ ରହିବେନି ବିଚାରପତି, ଘୁଞ୍ଚିଲା ଅଯୋଦ୍ଧା ମାମଲା ଶୁଣାଣି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୯ତାରିଖରେ ଅଯୋଦ୍ଧା ମାମଲାର ଶୁଣାଣି ହୋଇ ପାରିବ ନାହିଁ । ଏହି ମାମଲାର ଶୁଣାଣି ପାଇଁ ଗଠନ ହୋଇଥିବା ନୂଆ ଖଣ୍ଡପୀଠ ମଧ୍ୟରୁ ଜଷ୍ଟିସ୍ ଏସ୍.ଏ. ବୋବଡେ ଅନୁପସ୍ଥିତ ରହୁଥିବା ଯୋଗୁଁ ଏହାର ଶୁଣାଣିକୁ ସ୍ଥଗିତ ରଖାଯାଇଥିବା ସୁପ୍ରିମକୋର୍ଟ ପକ୍ଷରୁ ଏକ…