ରଜ ଓଡ଼ିଶାର ସ୍ୱତନ୍ତ୍ର ପାରମ୍ପାରିକ ଗଣପର୍ବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଜ ଓଡ଼ିଶାର ଏକ ସ୍ୱତନ୍ତ୍ର ପାରମ୍ପାରିକ ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ରଜ ର ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ । ରଜର ପର ଦିନକୁ ବସୁମତୀ ସ୍ନାନ ଦିବସ କୁହାଯାଏ । ଏହି ପର୍ଵ…