ରାଜେଶ ବର୍ମା ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ଶେଷ ହେବାକୁ ଥିଲା । ମାତ୍ର ଏହାକୁ ୬ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେଣୁ ଏବେଠାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ ସେନେଇ ପ୍ରଶାସନିକ କରିଡରରେ ଚର୍ଚ୍ଚା ଜୋର ଧରିଲାଣି । ଏହି…