Browsing Tag

Rajasthan

ସହିଦ ପରିବାରକୁ ପ୍ରାୟ ୭ ଲକ୍ଷ ଟଙ୍କା ଦାନ କଲେ ମୃତ ଭିକାରୁଣୀ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିକ ମାଗି ଗୁଜୁରାଣ ମେଣ୍ଟାଉ ଥିବା ଜଣେ ଭିକାରୁଣୀ ଏବେ ପାଲଟିଛି ସମସ୍ତଙ୍କ ପାଇ ଉଦାହରଣ | ପୁଲଓ୍ବାମା ସହିଦ ପରିବାର ପାଇଁ ଦାନ କରିଛନ୍ତି ୬ ଲକ୍ଷ ୬୧ ହଜାର ୬୦୦ ଟଙ୍କା | ରାଜସ୍ଥାନ ଅଜମେର ନନ୍ଦିନୀ ଶର୍ମା, ୬ମାସ ପୂର୍ବରୁ ତାଙ୍କ ଦେହାନ୍ତ ହୋଇଯାଇଛି ।…

ରାଜସ୍ଥାନ ମକୁଟ ପିନ୍ଧିଲେ ଗେହଲଟ, ପାଇଲଟ ହେଲେ ଉପମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ର ୩ ରାଜ୍ୟରେ ନିର୍ବାଚନୀ ବିଜୟର ତିନିଦିନର ମାରାଥନ ବୈଠକ ପରେ ଦୁଇଟି ରାଜ୍ୟର ମୁଖମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଙ୍କ ଦ୍ଵାରା ତିନିଦିନ ଧରି ଘନଘନ ରୁଦ୍ଧଦ୍ୱାର ବିଚାର ବିମର୍ଷ ଓ ସମସ୍ତ ବରିଷ୍ଠ କର୍ମକାର୍ତ୍ତାଙ୍କ…

ଅସିଲେନି ମୋଦି ଅଭିବାଦନ ଦେବାକୁ, ଲୋକ ନକାରିଲେ ‘ ଅଵକୀ ବାର ମୋଦି ସରକାର ‘

ଓଡିଶା ଫାଷ୍ଟ(ବ୍ୟୁରୋ): ସନ୍ଧ୍ୟା ବେଳକୁ ନଜରରେ ରହିବେ ପ୍ରଧାନମନ୍ତ୍ରୀ ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ସମସ୍ତଙ୍କ ଆଶା ଥିଲା । ପ୍ରତି ଇଲେକ୍ସନ ସରିବାପରେ ଗୁଜରାଟ ହେଉ କି ମହାରାଷ୍ଟ୍ର ହେଉ କି ଆସାମ ହେଉ ସବୁ ନିର୍ବାଚନ ସରିବା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ…

୫ଟି ରାଜ୍ୟର ନିର୍ବାଚନ ଫଳାଫଳ, ବିଜେପି କୁ ଝଟକା, ବାଜିମାରିଲା କଂଗ୍ରେସ

ଓଡିଶା ଫାଷ୍ଟ(ବ୍ୟୁରୋ): ଆଜି ଦେଶର ମିଜରାମ,ମଧ୍ୟ ପ୍ରେଦେଶ,ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଆଦି ୫ଟିରାଜ୍ୟରେ ଭୋଟ ଗଣତି ଚାଲିଛି । ଏହା ମଧ୍ୟରୁ ମଧ୍ୟପ୍ରେଦେଶ, ରାଜସ୍ଥାନ, ଛତିଶଗଡ଼ ରେ ବିଜେପି ଶାସନ ଥବା ବେଳେ,ମିଜରାମ ଏବଂ ତେଲେଙ୍ଗାନା ରେ ଆଞ୍ଚଳିକ ଦଳ ଶାସନ ଭାର ସମ୍ଭାଳିଥିଲେ ।…

ଏକ୍‌ଜିଟ୍‌ ପୋଲ୍‌ର ଆକଳନ: ରାଜସ୍ଥାନରେ ବଜି ମାରିବ କଂଗ୍ରେସ, ତେଲେଙ୍ଗାନାରେ ଟିଆରଏସ୍‌ ଓ ମିଜୋରାମରେ ଝୁଲା ସରକାର

ଓଡିଶା ଫାଷ୍ଟ(ବ୍ୟୁରୋ): ରାଜସ୍ଥାନର ୧୯୯ ଏବଂ ତେଲେଙ୍ଗାନାର ୧୧୯ ଆସନ ପାଇଁ ମତଦାନ ଶୁକ୍ରବାର ଶେଷ ହୋଇଥିବା ବେଳେ ଏଥିପାଇଁ ଦୀର୍ଘ ୩ମାସ ଧରି ଚାଲିଥିବା କସରତରେ ପୂର୍ଣ୍ଣଛେଦ ପଡ଼ିଛି । ଆସନ୍ତା ୧୧ ତାରିଖରେ ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମର ନିର୍ବାଚନ…

ଚାରୋଟି ରାଜ୍ୟର ଘୋଷଣା ହେଲା ନିର୍ବାଚନ ତାରିଖ, ପଢନ୍ତୁ କେଉଁ ରାଜ୍ୟରେ କେଉଁ ତାରିଖରେ ହେବ ଭୋଟ ଗ୍ରହଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗକୁ ଦେଶର ଚାରୋଟି ରାଜ୍ୟର ବିଧାନସଭା ଅବଧି ସରିବାକୁ ଥିଲା ବେଳେ ଆଜି ଦେଶର ମୁଖ୍ୟ ନିର୍ବାଚନ କମିଶନର ଏହି ସବୁ ରାଜ୍ୟମାନଙ୍କ ସହିତ ଆଗରୁ ଭାଙ୍ଗି ଥିବା ତେଲେଙ୍ଗନା ରାଜ୍ୟ ପାଇଁ ମଧ୍ୟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ…

ଭଉଣୀର ଅନୈତିକ ସମ୍ପର୍କ ପାଇଁ ଭାଇ ସାଜିଲା ହତ୍ୟାକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିବାହିତା ଭଉଣୀର ଅନୈତିକ ସମ୍ପର୍କ ଥିବା ଯୁବକକୁ ହତ୍ୟା କଲା ଭାଇ । ରାଜସ୍ଥାନର ବାରନ ଜିଲ୍ଲାରେ ଘଟିଯାଇଛି ଏଭଳି ଏକ ହତ୍ୟାକାଣ୍ଡ । ସୂଚନା ଅନୁଯାୟୀ, ଅଭିଯୁକ୍ତ ବୁଦ୍ଧିପ୍ରକାଶ (୨୬) ଙ୍କ ବିବାହିତା ୩୫ ବର୍ଷୀୟା ଭଉଣୀ ଙ୍କ ବାସଦୀ ଗାଁର ଆନନ୍ଦ ମିଣା(୨୮)…