Browsing Tag

Raja

ପହିଲି ରଜରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ପହିଲି ରଜ । ଚାରିଆଡେ ମାହୋଲ ଉତ୍ସବମୁଖର । ତେବେ ପହିଲି ରଜ ଅବସରରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଓଡ଼ିଆ…

ଆଜି ପହିଲି ରଜ, ସଜବାଜ ସହ ପିଠା ଖାଇବାର ମଜା ଖୁବ୍ ସ୍ୱତନ୍ତ୍ର

ପିପିଲି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପ୍ରବଳ ତାତି ଭିତରେ କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା । ଜୀବ ଜଗତ ହୋଇ ଉଠିଛି ଚଳଚଂଚଳ । ଏହାରି ଭିତରେ ଆସିଯାଇଛି ରଜର ଅବସର । ପରମ୍ପରା, ଖାଦ୍ୟ ସଂସ୍କୃତି ସଜବାଜ ଆଉ ଖେଳ କୌତୁକରେ ଏହି ପର୍ବଟିରେ ରହିଛି ଅନେକ ସ୍ୱତନ୍ତ୍ରତା ।…

ଆଜି ରଜ ସଜବାଜ: ମିଳିବ ମିଠା ପିଠାର ବାସ୍ନା

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରଜ ପାଇଁ ଉତ୍ସବମୁଖର ହୋଇଉଠିଛି ଗାଁଠୁ ସହର। ଚଳିତ ବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ଧୁମଧାମରେ ରଜ ପାଳନ ପାଇଁ ସବୁରି ମନରେ ଭରି ରହିଛି ଉତ୍ସାହ । ରଜ ଆସିବ ପୋଡ ପିଠାର ମିଠା ମିଠା ବାସ୍ନାରେ । ମନମତାଣିଆ ଦୋଳି ଗୀତରେ, ଆଉ କୁଆଁରୀ ମଥାର ଟିପି…

କରୋନା କଟକଣା ଭିତରେ ପାଳିତ ହେଉଛି ପହିଲି ରଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଚାଲିଛି ପହିଲି ରଜ ର ଉତ୍ସବ। ରଜ ଓଡ଼ିଶାର ଏକ ମୁଖ୍ୟ ଗଣପର୍ବ। ଏହାକୁ ସାଂସ୍କୃତିକ ପର୍ବ ମଧ୍ୟ କୁହାଯାଏ। ଏହି ପର୍ବକୁ ଓଡ଼ିଶାର ସମସ୍ତ ଝିଅ ଉଲ୍ଲାସର ସହିତ ଅପେକ୍ଷା କରିଥାନ୍ତି।  କରୋନା କଟକଣା ଭିତରେ ବି ସାରା ରାଜ୍ୟରେ ପାଳିତ ହେଉଛି…

ରଜରେ ଏପରି ପ୍ରସ୍ତୁତ କରନ୍ତୁ ସୁଆଦିଆ ପୋଡପିଠା

ଓଡିଶାର ବଡ ପର୍ବ ରଜ। ପର୍ବପର୍ବାଣୀରେ ଘରେ ପିଠାପଣାର ଆସର ଜମେ। ଖାସ୍‌ କରି ରଜରେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରାଯାଇଥାଏ। ରଜ ପାଇଁ ଘରେ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରଜର ପର୍ବକୁ ଆହୁରି ମଧୁର କରିଥାଏ ପୋଡ ପିଠା। ରଜରେ ଖୁସିକୁ ଆହୁରି ଦୁଇ ଗୁଣା କରିବା ପାଇଁ ଆସନ୍ତୁ…