Browsing Tag

Rain water

ବର୍ଷା ଜଳ ଆପଣଙ୍କୁ କରିଦେବ କୋଟିପତି, କରନ୍ତୁ ଏହି ଉପାୟ

ଜଳ କେବଳ ମଣିଷର ଶୋଷ ମେଣ୍ଟାଇନଥାଏ, କିମ୍ବା କେବଳ ଦୈନଦିନ କାର୍ଯ୍ୟ ରେ ଆସି ନଥାଏ । ଜଳ ମଣିଷର ଅନେକ ସମସ୍ୟା ଆଦି କୁ ଦୂର କରିବା ସହିତ ମଣିଷକୁ ଧନ ଓ ସୁଖସମୃଦ୍ଧି ଆଣି ଦେଇଥାଏ । ଏବେ ତ ବର୍ଷା ଋତୁ ଆରମ୍ଭ ହେଇଛି ଯଦି ଏହି ବର୍ଷା ଜଳକୁ ନେଇ ଆମ୍ଭେ କିଛି ଉପାୟମାନ କରିବା । ଏହା ଅତି…

ଚାଷ ଜମିରେ ମାଡ଼ିଲା ବର୍ଷା ପାଣି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁରର ଧର୍ମଶାଳା ବ୍ଲକ ର ଅନେକ ଚାଷ ଜମିରେ ପାଣି ମାଡିଯିବାରୁ କଲରା ଚାଷୀ ଙ୍କୁ କ୍ଷତି ସହିବାକୁ ପଡୁଛି।

ଫେଲ ମାରିଲା ସ୍ମାର୍ଟସିଟି ଦାବା, ୩ ଘଣ୍ଟା ବର୍ଷରେ ଭାସିଲା ବସ

https://youtu.be/lequcT0_tGs ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଗଜପତ୍ରରେ ସ୍ମାର୍ଟ ସିଟି ଦୌଡ଼ ରେ ପ୍ୟାରିସ କୁ ପଛରେ ପକାଇଥିବା ଦାବା କରୁଥିବା ଭୁବନେଶ୍ୱର ରେ ବର୍ଷା ପାଣିରେ ଭାସିଲ ବସ। ୩ ଘଣ୍ଟା ଲଗାଣ ବର୍ଷା ରେ ବୁଡ଼ିଲା ଭୁବନେଶ୍ୱର। ଭୁବନେଶ୍ୱର ର ପ୍ରାୟ ସମସ୍ତ ସ୍ଥାନ ରେ ବନ୍ୟା…

ପାଣି ବଦଳରେ ପାଣି ଦ୍ୱାରା ପ୍ରତିବାଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସ୍ମାର୍ଟସିଟି ଦୌଡ଼ରେ ଭୁବନେଶ୍ୱର ଯେତେ ଆଗକୁ ଦୌଡ଼ିବାକୁ ଚେଷ୍ଟା କରୁଛି ବର୍ଷା ଜଳ ତାକୁ ସେତିକି ପଛକୁ ଠେଲି ନେଉଛି। ଗତ ଦୁଇଦିନ ତଳେ ଘଣ୍ଟାକର ବର୍ଷାରେ ରାଜଧାନୀରେ ସୃଷ୍ଟି ହୋଇଥିଲା ନଦୀ ର ଭ୍ରମ। ଜାତୀୟ ରାଜପଥରେ ବର୍ଷା ପାଣି ଜମି ସୃଷ୍ଟି ହୋଇଥିଲା ବନ୍ୟା…

ସ୍ମାର୍ଟ ସିଟି ଦୌଡରେ ଦୌଡୁଦୌଡୁ ବର୍ଷା ଜଳ ନିଷ୍କାସନ ଭୁଲିଗଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟ ସିଟି ଦୌଡ଼ରେ ଯେତେ ଆଗକୁ ଯିବାକୁ ଚେଷ୍ଟା କରୁଛି ବର୍ଷା ଜଳ ରେ ସେତିକି ବୁଡୁଛି। ଆଜି ଦିନରେ ଭୁବନେଶ୍ୱର ରେ ହୋଇଥିବା ଦେଢଘଣ୍ଟା ର ଲଗାଣ ବର୍ଷା ସତରେ ଯେମିତି ମୁମ୍ବାଇରେ ହେଉଥିବା କୃତ୍ରିମ ବନ୍ୟା ର ଭ୍ରମ ସୃଷ୍ଟି କରିଥିଲା। ଜୟଦେବ…