ବର୍ଷାରେ ଭିଜିଲା ରାଜଧାନୀ
ତାତିରୁ ମିଳିଲା ତ୍ରାହି । କାଳବୈଶାଖୀ ଦେଲା ଆଶ୍ବସ୍ତି । ପ୍ରବଳ ତାତି ଭିତରେ ବର୍ଷାରେ ଭିଜିଲା ରାଜଧାନୀ ସହ ରାଜ୍ୟର ଅନେକ ଜିଲ୍ଲା । ବିଜୁଳି ଘଡଘଡି ସାଙ୍ଗକୁ ଡରାଇଲା ପ୍ରବଳ ବର୍ଷା । କାଳବୈଶାଖୀ ସମୟରେ ରାଜଧାନୀ ରାଜରାସ୍ତା ଜଳମଗ୍ନ ହୋଇଛି । ବିଜୁଳି ଘଡଘଡି ସାଙ୍ଗକୁ ଲଗାଣ ବର୍ଷାରେ…