ଆଜିଠୁ ରାଜ୍ୟରେ ପୁଣି ଲଘୁଚାପ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଥିବାବେଳେ ଏହା ପ୍ରଭାବରେ ଆଜିଠାରୁ ରାଜ୍ୟରେ ୩ ଦିନ ଧରି ବର୍ଷା ଲାଗି ରହିବ। ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷାର ହେବ। ତେବେ ଏହି ଲଘୁଚାପଟି ଆସନ୍ତାକାଲିଠୁ ଅଧିକ ଘନୀଭୂତ ହେବ…