ଓଡିଶାରେ ରାହୁଲ ଗାନ୍ଧୀ
ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ଓଡିଶାରେ ପହଞ୍ଚିଛି । ଝାଡଖଣ୍ଡ ସୀମା ଅତିକ୍ରମ କରି ସୁନ୍ଦରଗଡ ବୀରମିତ୍ରପୁରଠାରେ ଓଡିଶାରେ ପ୍ରବେଶ କରିଛନ୍ତି କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ । ଆଉ ଓଡିଶା ମାଟିରେ ପାଦ ଦେବା ପରେ ରାହୁଲଙ୍କୁ ଭବ୍ୟ ସ୍ୱାଗତ…