Browsing Tag

Rahul Gandhi ahead in Rae Bareli and Wayanad

ରାଏବରେଲି ଓ ୱାୟନାଡରେ ଆଗରେ ରାହୁଲ ଗାନ୍ଧୀ

ସାରା ଦେଶରେ ଚାଲିଛି ଗଣତି । ପ୍ରାରମ୍ଭିକ ଧାରାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଗରେ ଚାଲୁଛନ୍ତି । ୟୁପିର ହାଇ ପ୍ରୋଫାଇଲ୍ ଲୋକସଭା ଆସନ ରାଏବରେଲିରୁ ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂଙ୍କୁ ପଛରେ ପକାଇଥିବା ଦେଖିବାକୁ ମିଳିଛି । ଏଥି ସହିତ, ସେ ୱାୟନାଡରେ ଥିବା…