ଦୀର୍ଘ ୨ ବର୍ଷ ପରେ ଜୟପୁରକୁ ଫେରିଲା ରାହାଗିରି
ଦୀର୍ଘ ୨ ବର୍ଷ ପରେ ଜୟପୁରକୁ ଫେରିଲା ରାହାଗିରି। ଉତ୍ସବମୁଖର ହେଲା ଜୟପୁର ସହରର ମୁଖ୍ୟ ରାସ୍ତା । ଖୋଲା ଆକାଶ ତଳେ ଖୋଲା ମଞ୍ଚରେ ବିଭିନ୍ନ କଳାପ୍ରଦର୍ଶନ କରୁଛନ୍ତି ପ୍ରତିଯୋଗୀ । ଆଉ ଏହାକୁ ମନ ଭରି ଉପଭୋଗ ଜିଲ୍ଲାବାସୀ । କିଏ ଚିତ୍ର ଆଙ୍କୁଛି ତ ଆଉ ଖିଏ ଫ୍ୟାନସି ପ୍ରତିଯୋଗିତାରେ ନେଇଛି…