ଅନୁଭବ-ବର୍ଷା ବିବାଦ : ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ
କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବହୁଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅର୍ଥାତ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନ ପାରିବାରିକ ବିବାଦ ମାମଲା । ଏହି ଘଟଣାରେ ଆସିଛି ନୂଆ ମୋଡ । ଏବେ ଅନୁଭବଙ୍କ ଘର ଛାଡିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏନେଇ କଟକ ଏସଡିଜେମ କୋର୍ଟ…