Browsing Tag

Puri

ଆଜି ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାର ଶୁଣାଣି

ଭୁବନେଶ୍ୱର: ଆଜି ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାର ଶୁଣାଣି ହେବ। ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୂରଲୀଧର ଓ ଜଷ୍ଟିସ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଓ ଜଗନ୍ନାଥ…

ସତ୍ୟବାଦୀସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ 5T ସଚିବ

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ.ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗ କୁ ଏ ଜାତି କେବେ ଭୁଲି ପାରିବ ନାହିଁ. ତାଙ୍କ ଜନ୍ମସ୍ଥାନ ପ୍ରତି ଓଡ଼ିଆଙ୍କ ର ତୀର୍ଥ କ୍ଷେତ୍ର. ଗୋପବନ୍ଧୁ ଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ…

ପଡ଼ିଲା ସାମ୍ବାଦିକଙ୍କୁ ଆକ୍ରମଣ, ୮ ଜଣଙ୍କୁ ଗିରଫ କଲା ପୁରୀ ପୋଲିସ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଗତକାଲି ମତଦାନବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ। ଗିରଫ ବ୍ୟକ୍ତିହେଲେ ସତ୍ୟପ୍ରୀୟ ମହାରଣା, ବିଜୟ ସ୍ୱାଇଁ, ସୁବାସ ମାଝି, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୁଜବଳ, ଅଜୟ ବରିଶଲ, ବିଦ୍ୟାଧର ସ୍ୱାଇଁ ଓ…

ନିର୍ବାଚନ ବେଳେ ବୋମାମାଡ ଓ ମାରପିଟ୍ : ୨୦ରୁ ଅଧିକ ଆହତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ପଞ୍ଚ।ୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମତଦାନ ହୋଇଛି। ତେବେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ଗାଁରେ ନିର୍ବାଚନ ବେଳେ ବୋମାମାଡ ଓ ମାରପିଟ୍ । ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି ।…

ପୁରୀରେ ପ୍ରାକ୍ ନିର୍ବାଚନୀ ହିଂସା, ଫୁଟିଲା ବୋମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ସଦର ନିର୍ବାଚନ ମଣ୍ଡଳୀ କାଶୀହରିପୁର ପଞ୍ଚାୟତରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ କାଶୀହରିପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଥିବା ମୁକ୍ତିକାନ୍ତ ପଣ୍ଡାଙ୍କ ଘର ପଛପଟେ ଏହି ବୋମା ବିସ୍ଫୋରଣ ହୋଇଛି । ବୋମାମାଡ ପରେ…

୧୬ ତମ ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀ ଅନୁଷ୍ଠିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ତୀର୍ଥରାଜ ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆରତୀ ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଇଛି। ପୈଷପୂର୍ଣ୍ଣିମା ଅବସରରେ ୧୬ ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି। ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ…

ଶ୍ରୀମନ୍ଦିର ସିଂହଦ୍ଵାରରେ ଦେଖିବାକୁ ମିଳିଲା ମହାପ୍ରଭୁଙ୍କ ନାକଚଣା ଓ ଝୁମ୍ପା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁ ହେଉଛନ୍ତି ରସିକିଆ ଠାକୁର। ପ୍ରତି ମୁହୁର୍ତ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭିନ୍ନ ବେଶରେ ବିଭୂଷିତ ହୋଇଥାନ୍ତି । ତେବେ ବଡ଼ସିଂହାର ବେଶରେ ବିଭୂଷିତ ହୋଇଥିବା ମହାପ୍ରଭୁଙ୍କ ନାକଚଣା ଏବଂ ଝୁମ୍ପା ସିଂହଦ୍ଵାରଠାରେ ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରରେ…

ପୁରୀରେ ଶ୍ରୀସେତୁ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି, ଜମି ଅଧିଗ୍ରହଣ ନେଇ ପ୍ରଶାସନ ପକ୍ଷରୁ ଜନଶୁଣାଣି

ପୁରୀ ୨୭।୧୨: ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବ ଏତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି ଅନେକ ବିକାଶମୂଳକ କାର୍ଯ୍ୟ। ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ଶ୍ରେଷ୍ଠ ଧାମ ହୋଇଥିବାରୁ ଏଠାକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ତେଣୁ ଭକ୍ତ…

ପୁରୀରେ ଖୁବ୍ ଶୀଘ୍ର ହେବ ଗ୍ରୀନଫିଲ୍ଡ ଏୟାରପୋର୍ଟ

ପୁରୀ  ୨୭।୧୨: ପୁରୀରେ ଖୁବ୍ ଶୀଘ୍ର ହେବ ଗ୍ରୀନଫିଲଡ଼ ଏୟାରପୋର୍ଟ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଢ଼ ସଂକଳ୍ପବଧ । ଏହି ସୂଚନା ଦେଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ରାଜ୍ୟ ସରକାରଙ୍କ ଅନୁରୋଧ…

ଚିତ୍ତ ପଲେଇ ମୃତ୍ୟୁ ମାମଲା, ଆଜି ରିମାଣ୍ଡର ଶେଷ ଦିନରେ ଚାଲିଛି ଅଭିଯୁକ୍ତଙ୍କୁ ପଚରା ଉଚରା

ପୁରୀ ୨୬।୧୨: ଚିତ୍ତ ପଲେଇ ମୃତ୍ୟୁ ମାମଲା । ଦୁଇ ଅଭିଯୁକ୍ତ ଜଗନ୍ନାଥ ଷଡଙ୍ଗୀ ଓ ଅଶୋକ ଊପାଧ୍ୟାୟଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଗତକାଲି ଠାରୁ ରିମାଣ୍ଡରେ ନେଇଥିବା ବେଳେ ଆଜି ଶେଷ ଦିନରେ ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ…