Browsing Tag

Puri temple

ଆଜିଠୁ ସବୁ ଦିନ ଖୋଲାରହିବ ଶ୍ରୀମନ୍ଦିର

ପୁରୀ : କୋଭିଡ୍ କଟକଣା କୋହଳ ହେବା ପରେ ଆଜିଠାରୁ ପ୍ରତ୍ୟେକ ଦିନ ଜଗା ଦର୍ଶନ କରିପାରିବେ ଭକ୍ତ | ପ୍ରତ୍ୟେକ ରବିବାର ଖୋଲାରହିବ ଶ୍ରୀମନ୍ଦିର । ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର। ଗତ ୧୨ ତାରିଖରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ…

ଶ୍ରୀମନ୍ଦିରରେ ରକ୍ତଛିଟା: ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା। ଭକ୍ତଙ୍କ ରକ୍ତ ଛିଟା ଦେଖାଯିବା ପରେ ଶ୍ରୀମନ୍ଦିରରେ ହେଲା ମହାସ୍ନାନ ନୀତି । ସୂଚନାଯୋଗ୍ୟ, ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଗହଳି। ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଭକ୍ତଙ୍କ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଜଗନ୍ନାଥଙ୍କୁ ସୁବର୍ଣ୍ଣ ସୂର୍ଯ୍ୟ ଚନ୍ଦ୍ର ଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତର ନାଥ ଜଗନ୍ନାଥଙ୍କୁ ଆଜି ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି ଜଣେ ଭକ୍ତ । ଶ୍ରୀମନ୍ଦିର ପ୍ରଶାସକଙ୍କ ଉପସ୍ଥିତିରେ ଜୈନେକ ଭକ୍ତ ୩ ସେଟ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି । ସୂଚନା ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ପଦ୍ମ ଚରଣ ପାତ୍ର ଆଜି ନିଜ…

ଝଲସିବ ଶ୍ରୀମନ୍ଦିର , ରୂପାରେ ଛାଉଣୀ ହେବ କବାଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରର ୭ଟି ଦ୍ୱାର ରୂପାରେ ଛାଉଣୀ ହେବ। ବଡ ଦେଉଳର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଚାଦର ଦିଆଯିବ। ମହାପ୍ରଭୁଙ୍କ ଜଣେ ଭକ୍ତ ଏହିସବୁ ରୂପା ଦାନ କରିବେ। ମନ୍ଦିରର ସିଂହଦ୍ୱାର, ଜୟବିଜୟ…

ଉଡ଼ିଗଲା ଶ୍ରୀମନ୍ଦିରରୁ ପତିତପାବନ ବାନା, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା । ଏହି ଖବର ଭକ୍ତଙ୍କ ମନରେ ଗଭୀର ଆଶଙ୍କା ସୃଷ୍ଟି କରିଛି । ପୁଣି କୌଣସି ବଡ ବିପତ୍ତି ମାଡି ଆସୁଥିବା ଚର୍ଚ୍ଚା ଜୋର ଧରିଛି । https://youtu.be/9gdiKes9Udk ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଅମ୍ଫାନ…

ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କର ହେବ ସ୍କ୍ରିନିଂ

ଓଡିଶା ଫାଷ୍ଚ(ବ୍ୟୁରୋ): ବିଶ୍ୱର ବିଭିନ୍ନ ଦେଶରେ ବର୍ତ୍ତମାନ କରୋନା ଭୟ। ଏହି ପରିସ୍ଥିତିରେ ଭାରତ ଓ ଓଡିଶାରେ କରୋନାର ଭୟ ସୃଷ୍ଟି ହୋଇଛି। ତେବେ କରୋନା ସଂକ୍ରମଣ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା…

ଧୋଇଗଲା ରାସ୍ତା, ଜଗମୋହନରୁ ଗଳିଲା ପାଣି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଘୁଚାପ ବର୍ଷାରେ ପୁରୀ ସହର ଜଳମୟ । ବଡଦାଣ୍ଡଠୁ ଆରମ୍ଭ କରି ମେଡିକାଲ ଛକ ସବୁଆଡେ ୩ ଫୁଟର ପାଣି ବହୁଥିବାରୁ ଜୀବନଯାତ୍ରା ଠପ୍ ହୋଇପଡିଛି । ସହରର ବିଭିନ୍ନ ସ୍ଥାନରେ ଜମା ହୋଇଛି କୁଢକୁଢ ଅଳିଆ ବର୍ଷା ପାଣିରେ ଭାସୁଥିବାର ଦେଖିବାକୁ ମିଳିଛି । ଫଳରେ ଘରୁ…

ଭାଇ ଭଉଣୀ କୁ ସାଙ୍ଗରେ ନେଇ ବଡ଼ଦେଉଳ କୁ ବାହୁଡ଼ିଲେ ଜଗତର ନାଥ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନ୍ମବେଦି ରୁ ଲୀଳାଖେଳା ସାରି ଆଜି ରତ୍ନବେଦିକୁ କୁ ଫେରୁଛନ୍ତି ଜଗତର ନାଥ ଜଗନ୍ନାଥ । ନିର୍ଦ୍ଧାରିତ ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା । ଅପରାହ୍ଣ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ-ସେବାୟତଙ୍କ ପକ୍ଷରୁ ସ୍ଥିର କରାଯାଇଥିଲେ ମଧ୍ୟ ଏହାର…