ଏଣିକି ସ୍ୱର୍ଗଦ୍ୱାରରେ ହୋଇପାରିବ ବାହାର ଜିଲ୍ଲାର ଶବଦାହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱର୍ଗଦ୍ୱାରରୁ ଉଠିଲା ଶବଦାହ କଟକଣା । ଆସନ୍ତା ୧୬ତାରିଖରୁ ବାହାର ଜିଲ୍ଲାର ଶବ ସତ୍କାରକୁ ମିଳିବ ଅନୁମତି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । କୋଭିଡ ପାଇଁ ସବୁ ଜିଲ୍ଲା ପାଇଁ କଟକଣା ଜାରି ହୋଇଥିଲା । ଏବେ ସେ କଟକଣା ହଟିଥିବା ବେଳେ…