ନିର୍ମାଣଧୀନ ରଥ ପାଇଁ ସଜାଗ ରହିଛି ଶ୍ରୀମନ୍ଦିର ପ୍ରଶାସନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ବାତ୍ୟା ଅମ୍ଫାନର କ୍ଷତିରୁ ବର୍ତ୍ତିବାକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । ବାତ୍ୟା କୁ ଦୃଷ୍ଟି ରେ ରଖି ରଥ ନିର୍ମାଣ କାର୍ଯ୍ୟ କୁ ୨ଦିନ ପାଇଁ ସ୍ଥଗିତ ରଖାଯାଇଛି । ଅପରପକ୍ଷରେ ରଥ ପାଇଁ ପ୍ରସ୍ତୁତ ହୋଇସାରିଥିବା…