Browsing Tag

Puri ratha

ରଥ ଖଳା: ୧୦ ଜଣିଆ ଟିମ୍ ରଥ କାର୍ଯ୍ୟ ଯାଞ୍ଚ କଲେ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଗେଇ ଚାଲିଛି ଶ୍ରୀବିଗ୍ରହଙ୍କ ତିନି ରଥର ନିର୍ମାଣ କାମ । ବଡ଼ପୋଟଳ ଉଠିବା ପରେ ଶନିବାର ତିନି ରଥରେ କଇଁଚି ବାଡ଼ିଆଯାଇଛି । ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରୁଛନ୍ତି । ରଥର ପୋଟଳ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୩ ପରସ୍ତରୁ ୧୧ ଟି…

ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନଯାତ୍ରା ଉତ୍ସବ ଆରମ୍ଭ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନଯାତ୍ରା ଉତ୍ସବ ଆରମ୍ଭ ହେବା ସହ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ୩ ରଥ ନିର୍ମାଣର ଶୁଭ ଅନୁକୂଳ କରାଯିବ। ଦୀର୍ଘ ୨ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ଗହଣରେ ପ୍ରଭୁଙ୍କ ଚନ୍ଦନ ଯାତ୍ରା…

ରାତିରେ ରଥଖଳା ପରିଦର୍ଶନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଡିଆଇଜି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁପ୍ରିମ୍ କୋର୍ଟରେ ରଥଯାତ୍ରା ଶୁଣାଣି ସୋମବାର କରିବେ। ରାଜ୍ୟ ସରକାର ଏହା ପୂର୍ବରୁ ସକରାତ୍ମକ ଆଭିମୁଖ୍ୟ ରଖିଛନ୍ତି । କୋଭିଡ୍ ଆଇନ ପାଳନ ସହ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ପୁରୀ ଗଜପତି ଦିବ୍ୟସିଂହ ଦେବ…

ଏ ବର୍ଷ ହେବନି ରଥଯାତ୍ରା ‍: ସୁପ୍ରିମକୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ। ଏ ବର୍ଷ ପୁରୀ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି ସୁପ୍ରିମକୋର୍ଟରେ ଏହା ଉପରେ ଶୁଣାଣି କରି…