Browsing Tag

Puri loksabha Congress candidate Status Prakash Naik

ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ, ଵୋଡିଙ୍ଗ ଛକ ଗଣେଶ ପୂଜା କମିଟି ସହ ଜଳଛତ୍ର ସେବା କରୁଛନ୍ତି ।

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷରେ ପୁରୀର ହେରାଗୋହରି ସାହି ସ୍ଥିତ ଵୋଡିଙ୍ଗ ଛକ ଠାରେ, ପ୍ରବଳ ରୌଦ୍ରତାପକୁ ଆଖିଆଗରେ ରଖି ଵୋଡିଙ୍ଗ ଛକ ଗଣେଶ ପୂଜା କମିଟି ଦ୍ୱାରା ଏକ ଜଳଛତ୍ର ସେବା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇ ଅଛି…