ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସାମ୍ବାଦିକଙ୍କୁ ଆକ୍ରମଣକରି ଭାଙ୍ଗିଦେଲେ କ୍ୟାମେରା । ପଞ୍ଚାୟତ ନିର୍ବାଚନ ଖବର ବେଳେ ଘଟିଛି ଏଭଳି ଅଭାବନୀୟ ପରିସ୍ଥିତି ।
ସୂଚନାଯୋଗ୍ୟ, ପୁରୀ ଜିଲ୍ଲା କଣାସରେ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ହୋଇଛି ।
ପଞ୍ଚାୟତ ନିର୍ବାଚନ ଖବର କଭ୍ରେଜ ବେଳେ…