Browsing Tag

Puri Jagannath temple

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୨ ସମୟରେ ୨୦୫ଟି ସ୍ବତନ୍ତ୍ର ଟ୍ରେନ୍ ଚାଲିବ। ଚଳିତ ବର୍ଷ ରଥଯାତ୍ରାରେ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କର ଭିଡ ହେବ ବୋଲି ପୂର୍ବାନୁମାନ କରାଯାଉଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି…

ସ୍ନାନଯାତ୍ରାରେ ଆଇନଶୃଙ୍ଖଳା ନେଇ ଏଡିଜିଙ୍କ ସମୀକ୍ଷା ବୈଠକ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୋଲିସ ପ୍ରଶାସନ ସ୍ନାନଯାତ୍ରାକୁ ନେଇ ସମୀକ୍ଷା ବୈଠକ ଆରମ୍ଭ ହୋଇଛି । ଟାଉନହଲ୍ ଠାରେ ଏଡିଜି ଆଇନ୍ ଶୃଙ୍ଖଳା ଆର୍. କେ ଶର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ ହୋଇଛି । ବୈଠକରେ ଏଏସଆଇ ରାଙ୍କ୍ ଠାରୁ ଆରମ୍ଭ କରି ତଦୁର୍ଦ୍ଧ ରାଙ୍କ୍ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ…

ବଦଳିଲା ନନ୍ଦିଘୋଷ ରଥର ସାନ ଉଛଳା ଅଖ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନନ୍ଦିଘୋଷ ରଥର ଅଖରେ ଫାଟ ଥିବା ଖବର ସାମ୍ନାକୁ ଆସିବା ପରେ ବଦଳିଛି ଅଖ । ତେଣୁ ଏହି କାରଣ ପାଇଁ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ ଅଖ ବଦଳିଛି । ଅଖରେ ଫାଟ ଥିବାରୁ ଓଝା ସେବକମାନେ ଗତକାଲି ଅଖ, ଦଣ୍ଡା, କୁଡୁକାକୁ ବାନ୍ଧି ରଖିବା ପାଇଁ କ୍ଲାମ୍ପ…

ଶ୍ରୀମନ୍ଦିରରେ ରକ୍ତ ଛିଟା

ପୁରୀ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡ଼ିଲା ରକ୍ତଛିଟା । ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ନୀତିକୁ ବନ୍ଦ କରାଯାଇ ମହାସାନ୍ନ ନୀତି କରାଯାଇଛି। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଛି। ସୂଚନା ଅନୁଯାୟୀ, ସୋମବାର ଦିନ ଶ୍ରୀମନ୍ଦିର ଭିତରକାଠ ନିକଟରେ ଧୁକୁଡ଼ି ଦ୍ୱାର ନିକଟରେ…

ମେଘନାଦ ପାଚେରୀ ଭିତରେ ସମ୍ପର୍ଣ୍ଣ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାର ସମସ୍ତ ବିଧି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଅଢ଼େଇ ଘଣ୍ଟାର ଆଲୋଚନା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଗଜପତି ମହାରାଜା କହିଛନ୍ତି,…

ଏବେ ଖୋଲିବନି ଶ୍ରୀମନ୍ଦିର ରତ୍ନଭଣ୍ଡାର, ଗୃହରେ ଲିଖିତ ଉତ୍ତର ରଖିଲେ ଆଇନମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁଙ୍କ ସୁନା ଅଳଙ୍କାର ସୁରକ୍ଷିତ ଅଛି । ବର୍ତ୍ତମାନ ରତ୍ନଭଣ୍ଡାର ଖୋଲାଯିବନାହିଁ ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସୂଚନା ଅନୁଯାୟୀ, ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ କରିଥିଲେ,…

ପୁରୀ ଉଚ୍ଛେଦ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରୁ ଉଚ୍ଛେଦରେ କ୍ଷତିଗ୍ରସ୍ତଙ୍କ ପାଇଁ ଆଜି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଜଗନ୍ନାଥଙ୍କ ସୁରକ୍ଷାକୁ ନେଇ କୌଣସି…

ଉଚ୍ଛେଦ ଟାଳିଲା ବଡ ବିପଦ, ବିପଦଶଙ୍କୁଳ ଅବସ୍ଥାରେ ଥିଲା ଲଙ୍ଗୁଳି ମଠ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ଦୃଷ୍ଟିକୋଣରୁ ମେଘନାଦ ପାଚେରୀକୁ ଲାଗିଥିବା ଦୋକାନ ସବୁ ପୂର୍ବରୁ ଉଠାଇ ଦିଆଯାଇଛି । ସେହିପରି ପୁରୀକୁ ବିଶ୍ୱ ଐତିହ୍ୟ ସହର ମାନ୍ୟତା ଦେବାପାଇଁ ଶ୍ରୀମନ୍ଦିର ଚତୁରପାର୍ଶ୍ଵରୁ ୭୫ମିଟର ଭିତରେ ଥିବା ସମସ୍ତ ମଠ, ଦୋକାନ ଓ ଘର ଭଙ୍ଗା…