Browsing Tag

puri jagannath

ଚକା ସିଂହାସନ ପରେ ଶୁକ୍ରବାର ରଥରେ ଉଠାଇବେ ଦୁଆରଘଡ଼ା

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରଥଖଳାରେ ଠାକୁରଙ୍କ ଚକା ସିଂହାସନ ତିଆରିଛନ୍ତି ବିଶ୍ୱକର୍ମା । ଚକାବେଦିରେ ଠାକୁରେ ଅବସ୍ଥାନ କରିବେ । ବେଦି ପଛପଟେ ରହିବ ପ୍ରଭା । ବିଶ୍ୱକର୍ମାମାନେ ପ୍ରଭାକାମ ସାରି ରୂପକାରଙ୍କୁ ଦେଇଛନ୍ତି । ତାଳଧ୍ୱଜ ରଥର ବ୍ରେକ୍‌ ଚକରେ ଲାଗିଲା କ୍ଲାମ୍ପ ।…

ସମସ୍ତ ନୀତି ନିର୍ଘଣ୍ଟର ଅନୁମୋଦନ କରାଯିବ ପରିଚାଳନା କମିଟି ବୈଠକ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଆଜି ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଖବର ଅନୁଯାୟୀ, ଆସନ୍ତା ୧୩ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଓ…

୪ ଘଣ୍ଟା କାଳିଆ ଦର୍ଶନ ବନ୍ଦ ରହିବ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ସିଂହାର (ବନକଲାଗି) ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୪ରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ଶେଷ ହେବା ପରେ ଶ୍ରୀଜିଉଙ୍କୁ ମହାସ୍ନାନ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସମ୍ବିତଙ୍କୁ ପିନାକୀଙ୍କ କଟାକ୍ଷ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସମ୍ବିତ ପାତ୍ରାଙ୍କୁ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଟାକ୍ଷ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାତି ଅଧିଆ ଜିପିଆର ସର୍ଭେ ପ୍ରସଙ୍ଗରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ବିଜେପି ନେତା ସମ୍ବିତ ପାତ୍ରା । ସମ୍ବିତଙ୍କ…

ଏଭେରେଷ୍ଟରେ ପତିତପାବନ ବାନା ଉଡାଇଲେ ସିଦ୍ଧାର୍ଥ ରାଉତରାୟ

ଭୁବନେଶ୍ବର : ଜଟଣୀ ନିର୍ବାଚନୀ ମଣ୍ଡଳୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ଆଉ ଏକ କୀର୍ତ୍ତି। ପୂର୍ବରୁ ଆଇରନମ୍ୟାନ ର ଟାଇଟଲ ହାତେଇଛନ୍ତି ସିଦ୍ଧାର୍ଥ ଏବେ ଏଭରେଷ୍ଟ ଚଢି ନୂଆ କୀର୍ତ୍ତିମାନ କରିଛନ୍ତି। ଶିଖରରେ ପହଞ୍ଚିବା ପରେ ଜୟ ପାଇକ ର ନାରା…

ଏମାର ମଠରୁ ସିଂହମୂର୍ତ୍ତି ଉଦ୍ଧାର ସ୍ଥାନକୁ ଅନୁଧ୍ୟାନ କରୁଛନ୍ତି ଏଏସଆଇ ଟିମ୍

ପୁରୀ : ଏମାରମଠରୁ ପ୍ରାଚୀନ ସିଂହମୂର୍ତ୍ତି ଉଦ୍ଧାର ପ୍ରସଙ୍ଗକୁ ଅନୁଧ୍ୟାନ କରୁଛନ୍ତି ଏଏସଆଇର ସ୍ୱତନ୍ତ୍ର ଟିମ୍ । ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଉପସ୍ଥିତ ଅଛନ୍ତି । ଉପଜିଲ୍ଲାପାଳ, ଟାଟା ଓ ଓବିସିସି ଅଧିକାରୀ ମଧ୍ୟ ଉପସ୍ଥିତ । ଏହା ସହ ଏମାରମଠ ତଳୁ ଆଉ ଏକ ବଡ଼ ଆବିଷ୍କାର ।…

ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଆଜି ପ୍ରଥମ ସମନ୍ୱୟ ବୈଠକ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ଆଜି ବସୁଛି ପ୍ରଥମ ସମନ୍ୱୟ ବୈଠକ । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ହେବ ଆଲୋଚନା। ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ନିଆଯିବ ନିଷ୍ପତ୍ତି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ…

ପୁରୀରେ ତୃତୀୟ ପର୍ଯ୍ୟାୟ ରଥ କାଠ: କରାଯାଇପାରୁନି ଅନ୍‌ଲୋଡ୍

ପୁରୀ : ଚଳିତବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ । ନୟାଗଡ଼ ବନଖଣ୍ଡରୁ ଆସିଛି ଏକ ଟ୍ରକରେ ୧୮ଟି କାଠ। ୧୨ ଫୁଟିଆ ଅସନ କାଠ ୫ଟି ଓ ୧୩ଟି ୨୦ ଫୁଟିଆ ଧଉରା କାଠ ପହଞ୍ଚିଛି । ବସନ୍ତ ପଞ୍ଚମୀରେ ରଥ ନିର୍ମାଣର ଆଦ୍ୟ ପର୍ବ ଅନୁଯାୟୀ ତିନି…