Browsing Tag

Puri Flood affected area visited by Sanjay Das Burma

ପୁରୀ ସଦର ବ୍ଲକର ବନ୍ୟା କ୍ଷୟକ୍ଷତି ସ୍ଥିତି ପରଖିଲେ ସଞ୍ଜୟ ଦାସବର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଆଜି ସକାଳ ୮ଟା ସମୟରେ ପୁରୀ ସଦର ବ୍ଲକର କେରାଣ୍ଡିପୁର ପଞ୍ଚାୟତର ପୋଡାକେରା ଠାରୁ ଉତରଣା ମଠସାହି ମଉଜା ବନ୍ଦ ପରିଦର୍ଶନ କରିଥିଲେ । ଚଳିତ ବନ୍ୟାରେ ମଙ୍ଗୁଳା ନଦୀର ପାଣି ଦ୍ବାରା ସେହି ଅଞ୍ଚଳର ୨୦୦୦…