ଝିଅର ସରକାରୀ ଚାକିରି ପାଇଁ ଗାଁ ଲୋକ ମା, ବାପାଙ୍କୁ କଲେ ବାସନ୍ଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଝିଅ ସରକାରୀ ଚାକିରି ନଛାଡିବାରୁ ବାପା ମା' ଙ୍କୁ ଗାଁ ଲୋକ କଲେ ବାସନ୍ଦ । ଏପରିକି ଗାଁ ଦାଣ୍ଡରେ ମଧ୍ୟ ଚାଲିବାକୁ ମିଳୁନି ଅନୁମତି । ଏପରି ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବଡ଼ଖଣ୍ଡିରେ ଗାଁ ଘଟିଛି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର…