Browsing Tag

Pune Police

ସମବାୟ ବ୍ୟାଙ୍କରୁ ୯୨ କୋଟି ଲୁଟ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣେଠାରେ ପ୍ରତିଷ୍ଠା ହୋଇଥିବା କସମସ ସମବାୟ ବ୍ୟାଙ୍କରୁ ହ୍ୟାକରମାନେ ୯୨.୪୪ କୋଟି ଟଙ୍କା ଲୁଟି ନେଇଛନ୍ତି । ଗଣେଶଖଣ୍ଡି ରୋଡ୍‌ଠାରେ ଥିବା ଏହି ବ୍ୟାଙ୍କ ମୁଖ୍ୟାଳୟ ସିଷ୍ଟମକୁ ଗତ ୧୧ ତାରିଖ ଅପରାହ୍ନ ୩ଟା ବେଳେ ଓ ୧୩ ତାରିଖ ୧୧.୩୦ରେ ପୁଣିଥରେ ହ୍ୟାକ…

ହତ୍ୟା ଷଡଯନ୍ତ୍ରକାରୀ ଙ୍କ ଟାର୍ଗେଟ ରେ ପ୍ରଧାନମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ହତ୍ୟା ଷଡଯନ୍ତ୍ରର ପର୍ଦାଫାଶ କରିଛି ମହାରାଷ୍ଟ୍ର ପୁଣେ ପୋଲିସ । ସୁରେନ୍ଦ୍ର ଗାଡ୍ଲିଂ, ସୁଧୀର ଧାୱାଲେ, ରୋନା ୱିଲସନ୍, ଶୋମା ସେନ୍ ଓ ମହେଶ ରାଉତ ନାମକ ୫ ଜଣ ସିପିଆଇଏମଏଲ ସଦସ୍ୟଙ୍କୁ ମହାରାଷ୍ଟ୍ର ପୁଣେ ପୋଲିସ ଗିରଫ…