Browsing Tag

pudina

ତ୍ବଚା ପାଇଁ ପୋଦିନା

ଆଜି କାଲି ଲୋକମାନଙ୍କ ପାଖରେ ସମୟ ଅଭାବ ଥିବାରୁ ତ୍ବଚାର ଯତ୍ନ ନେଇପାରୁନଥିବା ବେଳେ ଏନେଇ ଅନେକ ସମସ୍ୟା ଦେଖାଯାଉଛି। ଫଳରେ ମୁହଁରେ ବ୍ରଣ ଏବଂ ଦାଗ ଆଦି ହୋଇଥାଏ। ଯଦି ଆପଣ ବ୍ୟସ୍ତ ଜୀବନରେ ଅଳ୍ପ ସମୟ ବାହାର କରି ପୋଦିନା ପତ୍ରର ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ତ୍ବଚାକୁ ସୁସ୍ଥ ରଖିବା…

ସଂକ୍ରମଣକୁ ଦୂର କରିବା ସହିତ ସୌନ୍ଦର୍ଯ୍ୟତା ବଢ଼ାଏ ପୋଦିନା ପତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆପଣ ବ୍ୟସ୍ତ ଜୀବନରେ ଅଳ୍ପ ସମୟ ବାହାର କରି ପୋଦିନା ପତ୍ରର ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ତ୍ବଚାକୁ ସୁସ୍ଥ ରଖିବା ସହିତ ତ୍ବଚାର ସମସ୍ତ ସମସ୍ୟାକୁ କମ କରିବାରେ ସାହାଯ୍ୟ କରିବ। କାରଣ ପୋଦିନାରେ ଥିବା ପୋଷକ ତତ୍ତ୍ବ ତ୍ବଚାର ଯତ୍ନ ନେବାରେ ଲାଭକାରୀ ହୋଇଥାଏ…