ସରକାର ଗଢ଼ିଲେ ପ୍ରକଳ୍ପ କାର୍ଯ୍ୟକାରୀ କମିଟି
କଟକରେ ହେବ ବିଶ୍ୱସ୍ତରୀୟ ମେଡିକାଲ୍ । ଆଗେଇ ଚାଲିଛି କାମ । କଟକ ଏସସିବି ମେଡିକାଲର ସମ୍ପ୍ରସାରଣ ସହ ବିଶ୍ୱସ୍ତରୀୟ ମେଡିକାଲ କଲେଜରେ ପରିଣତ ନେଇ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । କମିଟିର ମୁଖ୍ୟ ସିଡିଏ ଅଧକ୍ଷ ଅନୀଲ କୁମାର ସାମଲ ରହିଛି । କମିଟିରେ କେନ୍ଦ୍ରାଞ୍ଚଳ ରାଜସ୍ୱ…