ରାଜ୍ୟସଭା ନମିଳିଲେ ବିଜେପି ଯିବେ ପାଟ୍ଟଶାଣୀ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରସନ୍ନ ପାଟ୍ଟଶାଣୀ ଯେକି ରାଜନୀତିର ଏକ ଜଣାଶୁଣା ଚେହେରା ଯାହାକୁ ସମସ୍ତେ ବାବା ବୋଲି ମଧ୍ୟ ଜାଣନ୍ତି । ସେ ଲଗାତାର ୫ଥର ହେଲା ଭୁବନେଶ୍ୱର ଲୋକସଭା ସାଂସଦ ହୋଇଆସୁଥିଲେ । ସେହିପରି ୨୦୧୪ ନିର୍ବାଚନରେ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ରଙ୍କୁ ମିଳିଥିଲା ଭୁବନେଶ୍ୱର…